ପାରାଳର ବିଶିଷ୍ଟ କଣ୍ଠ ଶିଳ୍ପୀ କୁନା ହଳଧର ସମ୍ଵନ୍ଧିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଲାଇଫ୍ ଇଜ୍ ବିୟୁଇଟିଫୁଲ ଆନୁକୁଲ୍ୟରେ ଜାତୀୟ ସମ୍ମାନ ରେ ସମ୍ବର୍ଥିତ ହୋଇଛନ୍ତି । ଜାତୀୟ ସଂସ୍ଥାର ମୁଖ୍ୟ ସୋମନାଥ ବେହେରା ଉକ୍ତ ମୋହାଛବରେ କୁନା ହଳଧର ଙ୍କୁ ଭବ୍ୟ ସମ୍ମାନ ପ୍ରଦାନ କରାଯାଇଛି । ଉଚ୍ଛବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶିଷ୍ଟ କଳାକାର ସୋମନାଥ ବେହେରା, ମୁଖ୍ୟ ବକ୍ତା ଭାବେ ଡକ୍ଟର ଚନ୍ଦ୍ର ଶେଖର ଦାସ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଅର୍ଜୁନ ଜେନା , ଓଡ଼ିଶା ସାହିତ୍ୟଓ ଏକାଡେ଼ମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଅଧ୍ୟକ୍ଷତା କରିଥିଲେ l ତନୁଜା ଶତପଥୀ ଯୋଗ ଦେଇ ପାରଳାଖେମୁଣ୍ଡିର ଐତିହ୍ୟ ସମ୍ପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମ ବେଶ୍ ହୃଦସ୍ପର୍ଶୀ ଥିଲା । ପ୍ରଗତି ମହିଳା ସଂଗଠନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇସାରିଛି l


