ମୁଖ୍ୟମନ୍ତ୍ରୀ ପଦକୁ ପୁଣ ଫେରିବେ ୟେଦୁ

(ଯୁଗାବ୍ଦ ନ୍ୟୁଜ) , କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ସଙ୍କଟର ଅବସାନ ପରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ବରିଷଶ୍ଠ ବିଜେପି ନେତା ବି.ଏସ.ୟେଦୁରପ୍ପା । ରାଜ୍ୟପାଳ ବାଜୁ ଭାଇ ବାଲାଙ୍କୁ ଭେଟିବା ପରେ ସଂଦ୍ଧ୍ୟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ବିଧାନସଭାରେ ତାଙ୍କ ଦଳ ବହୁମତ ସାବ୍ୟସ୍ତ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ