ପୋଷାକ ଲାଇବ୍ରେରୀ

ପରିବର୍ତ୍ତନଶୀଳ ଦୁନିଆରେ ସବୁବେଳେ କିଛି ନା କିଛି ବଦଳୁଛି । ପୋଷାକ କ୍ଷେତ୍ରରେ ମଧ୍ୟ ପ୍ରତିଦିନ ଆସୁଛି ପରିବର୍ତ୍ତନ । ତେବେ ଫ୍ୟାସନ୍ କ୍ଷେତ୍ରରେ ଅପଡେଟ୍ ରହିବା ପାଇଁ କେତେକ ଲୋକ ଗୋଟିଏ ଡ୍ରେସ୍କୁ ଥରେ ପିନ୍ଧିବା ପରେ ଆଉ ପିନ୍ଧନ୍ତି ନାହିଁ । ବହୁତ ପୋଷାକ ଏଭଳି ରହିଯାଏ ଯାହାକୁ ଥରେ ମାତ୍ର ପିନ୍ଧାଯାଇଥାଏ । ଏଭଳି ପୋଷାକକୁ କାମରେ ଲଗାଇବା ପାଇଁ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଛି ଏକ ଅଭିନବ ପ୍ରୟାସ । ସରାହା ଫ୍ରିମ୍ୟାନ୍ ନାମକ ବ୍ୟକ୍ତି ଏଠାରେ ତିଆରି କରିଛନ୍ତି ଏକ ପୋଷାକ ପାଠାଗାର । ଯେଉଁଠାରେ ରହିଛି ଅନେକ ଡିଜାଇନ୍ର ପୋଷାକ । ହେଲେ ଏଠାରୁ ଆପଣ ପୋଷାକ କିଣିପାରିବେ ନାହିଁ । ଏହି ପୋଷାକକୁ ଭଡାରେ ନେଇ ଆପଣ ବ୍ୟବହାର କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ