ଫାର୍ମରୁ ପ୍ରାୟ ୧୦ ଫୁଟ ଲମ୍ବର ବୋଡା ସାପ ଉଦ୍ଧାର

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକ, ମାଣିତରା ଗ୍ରାମର ସୁନୀଲ କୁମାର ପ୍ରଧାନଙ୍କ ବଡପଦା ଫାର୍ମ ହାଉସରୁ ପ୍ରାୟ ୧୦ ଫୁଟ ଲମ୍ବର ଏକ ବୋଡା ସାପ ଉଦ୍ଧାର ହୋଇ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି। ଡିସେମ୍ବର ୧୩ ତାରିଖ ଦିନ ସକାଳେ ସୁନୀଲ ପ୍ରଧାନ ତାଙ୍କ ଫାର୍ମ ହାଉସରେ ଏକ ସାପ ଥିବା ଦେଖି ମାଣିତ ଗ୍ରାମର ସାପ ଧରାଳି ସଞ୍ଜୟ କୁମାର ବିଶ୍ବାଳଙ୍କ ନିକଟକୁ ଫୋନ କରିଥିଲେ। ଖବର ପାଇ ଶ୍ରୀ ବିଶ୍ବାଳ ଫାର୍ମ ହାଉସରେ ପହଞ୍ଚି ନିଜର କୌଶଳ ପ୍ରୟୋଗ କରି ବୋଡା ସାପଟିକୁ ଧରି ଜଙ୍ଗଲରେ ଛାଡି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ