ଫେବୃୟାରୀ୧୪ରେ ଭିତରକନିକା ମହୋତ୍ସବ

କେନ୍ଦ୍ରାପଡା – ପାଣିପାଗର ପରିବର୍ତ୍ତନ ହେତୁ ଭିତରକନିକା ମହୋତ୍ସବ ଚଳିତମାସ ୭ତାରିଖରୁ ୯ତାରିଖ ପରିବତ୍ତତ୍ତେ ଚଳିତମାସ ୧୪ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ଗୁରୁବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି । ଏହି ମହୋତ୍ସବ ରାଜନଗରସ୍ଥିତ ନଳିତାପାଟିଆରେ ଅନୁଷ୍ଠିତ ହେବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ଗ୍ରହଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ