ବାଦଲି ରେ କାର ଦୁର୍ଘଟଣା

କଳାହାଣ୍ଡି,(ଓ୍ବାଇଏନ୍ଏସ୍): କାଳ କାହାକୁ ଅପେକ୍ଷା କରେନି କେତେବେଳେ କାହା ସହ କୋଉ ମୁହୁର୍ତରେ କଣ ହବ କାହାକୁ ଜଣା ନାହିଁ , କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ର ବାଦଲି ପାଖ ରାସ୍ତାରେ ଏକ କାର ଦୁର୍ଘଟଣାରେ ଏକ ପରିବାର ଦୁର୍ଘଟଣାଗ୍ରସ୍ତ ହୋଇଛି | ଦୁର୍ଘଟଣାରେ ରେ କାର ରେ ବସିଥିବା ପୁରା ପରିବାର ଆହତ ହୋଇଛନ୍ତି | ସୂଚନା ମୁତାବଙ୍କ ପରିବାରଟି କୌଣସି କାର୍ଯ୍ୟ ପାଇଁ କାର ରେ ଯାଉଥିବା ସମୟରେ କାର ଚାଳକ ନିଜର ଭାରସ୍ୟାମ ହରାଇବା ଫଳରେ କାର ଟି ଗଛରେ ପିଟି ହୋଇଯାଇଥିଲା | ପିଟି ହୋଇଯିବା ଫଳରେ କାରରେ ଥିବା ପୁରା ପରିବାର ଆହତ ହୋଇଥିଲେ ,ଆଖ ପାଖ ଲୋକମାନେ ଏହି ଖବର ପାଇବା ପରେ ପାଖରେ ଥିବା ଥାନାରେ ଜଣାଇଥିଲେ ଓ ପୁରା ପରିବାରକୁ ହସ୍ପିଟାଲ ପଠାଇବାର ବ୍ୟବସ୍ତା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ