ବାପା ପୁଅ ଆକ୍ରମଣ ଘଟଣାରେ ୧ ଗିରଫ
କୁକୁଡାଖଣ୍ଡି: ହୁଗୁଳାପଟାରେ ରାତ୍ରରେ ବାପା,ପୁଅକଂ ଆତକଂରାଜରେ ଜଣେ ଗୁୁରୁତର।ନିମଖଣ୍ଡି ଫାଣ୍ଡି ଅନ୍ତଗତ ହୁଗୁଳାପଟା ଗ୍ରାମରେ ମଗଂଳବାର ରାତ୍ର ସଂଘବଧ ଭାବେ ଜଣେ ଯୁବକକୁ ଆକ୍ରମଣ କରିବା ଫଳରେ ସଦରଥାନା ପୁଲିସ ଜଣକୁଂ ଗିରଫ କରି କୋଟ ଚାଲାଣ କରିଛି ।ଗିରଫ ଜଣକଂ ହେଲେ ସୂଯ୍ୟନାରାୟଣ ଗୌଡ ।ଘଟଣାରୁ ପ୍ରକାଶ ଯେ ହୁଗୁଳାପଟା ଗ୍ରାମର ପୂଣ୍ନଚନ୍ଦ୍ର ମହାରଣା ରାତ୍ର ସମୟରେ ଘର ନିକଟସ୍ଥ ଏକ ପାନ ଦୋକାନକୁ ପାନ ଖାଇବାକୁ ଯାଉଥିବା ବେଳେ ଉକ୍ତ ଗ୍ରାମର ସୂଯ୍ୟନାରାୟଣ ଗୌଡ ପୂଣ୍ନଚନ୍ଦ୍ରକୁଂ ଗାଳିଗୁଲଜ କରିଥିଲେ ।ପରେ ସୂଯ୍ୟକଂ ବାପା ଭାଇ ଆସି ପାଠାଗାର ନିମାଣ କାମ ବନ୍ଦ କରି ନହେଲେ ଟକାଂ ଦେବୁ କହି ଗାଳିଗୁଲଜ ସହ ହକି ଷ୍ଟିକରେ ମାଡ ମାରିଥିଲେ ।ଏହାକୁ ପୂଣ୍ନକଂ ମାଁଂ ପ୍ରତିରୋଧ କରିବାରୁ ତାକୁଂ ମଧ୍ୟ ମାଡ ମରାଯାଇଥିବା ନେଇ ପୂଣ୍ନ ସଦରଥାନାରେ ଅଭିଯୋଗ କରିଥିଲେ ।ଆକ୍ରମଣରେ ପୂଣ୍ନ ଗୁରୁତର ହୋଇ ବ୍ରହ୍ମପୁର ବଡ ଡାକ୍ତରଖାାନାରେ ଚିକିସ୍ଛଚିତ ହେଉଥିବା ଜଣାପଡିଛି।ନିମଖଣ୍ଡି ଫାଣ୍ଡି ପୋଲିସ ଘଟଣାର ତଦନ୍ତକରି ସୂଯ୍ୟନାରୟଣ ଗୌଡକୁଂ ଗିରଫ କରିକୋଟ ଚାଲାଣ କରିଥିବା ବେଳେ ଅନ୍ୟ ମାନେ ଫେରାରଥିବା ସୂଚନା ଦେଇଛନ୍ତି ନିମଖଣ୍ଡି ଫାଣ୍ଡି ଅଧିକାରୀ ପ୍ରଫୁଲ ଶତପଥୀ ।ଏନେଇ ସଦରଥାନା ରେ ୨୦୨/୧୯ ରେ ଏକ ମାମଲା ରୁଜୁ ହୋଇଛି।


