ବାହାରିନ୍‌ରେ ୨୧୦ କୋଟି ନିବେଶ କରିବେ ୭ ଭାରତୀୟ କମ୍ପାନୀ

ମୁମ୍ବାଇ : ବାହାରିନ୍‌ରେ ୨୧୦ କୋଟି ନିବେଶ କରିବାକୁ ଯାଉଛନ୍ତି ୭ ଭାରତୀୟ କମ୍ପାନୀ । ଆଇଟି, ମହାକାଶ ବିଜ୍ଞାନ ଏବଂ ବୈଷୟିକ କୌଶଳ କ୍ଷେତ୍ରରେ ଏହି ୭ କମ୍ପାନୀ ନିବେଶ କରିବାକୁ ଯାଉଛନ୍ତି । ବାହାରିନ୍‌ ମଇକୋନୋମିକ୍‌ ଡେଭେଲପମେଣ୍ଟ ବୋର୍ଡ (ବିଇଡିବି) ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଭାରତୀୟ ପରିବହନ ସଂସ୍ଥା ଆକବର ଟ୍ରାଭେଲ୍‌ସ୍‌ର ସହଯୋଗୀ ସଂସ୍ଥା ବେଞ୍ଜି ଇନ୍‌ଫୋଟେକ୍‌, ଟେକ୍ନୋ ପାଥ୍‌ ସଲ୍ୟୁସନ୍‌ସ, ଜେକେଟି ଟେକ୍ନୋସଫ୍ଟ, ଜେ ଓ୍ବେ ଟେକ୍‌, ଜେରେକ୍‌ ଟେକ୍ନୋଲୋଜି, ହାକ୍‌ଟେକ୍‌ ସଲ୍ୟୁସନ୍‌ କମ୍ପାନୀକୁ ୩.୧ ମିଲିୟନ୍‌ ଡଲାର ବା ପ୍ରାୟ ୨୧୦ କୋଟି ଟଙ୍କାର ଚୁକ୍ତି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ