ବିବେକାନନ୍ଦ ଯୁବସଂଘ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଡିହି (ଓ୍ବାଇଏନ୍ଏସ୍) :ବିବେକାନନ୍ଦ ଯୁବ ସଂଘ ପକ୍ଷରୁ କରୋନା ଯେଦ୍ଧା ଭାବେ ପରିଚିତ ହୋଇଥିବା ପୁଲିସ, ଡାକ୍ତର, ସ୍ୱାସ୍ଥକର୍ମୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସାମ୍ବାଦିକ, ସରପଞ୍ଚ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସଂଘର ସଭାପତି ଶ୍ରୀମନ୍ତ ରାଉତ, ରାଜେଶ ରାଉତ, ନିର୍ମଳ କୁମାର ଦୋରା, ସୌମ୍ୟରଞ୍ଜନ ରାଉତ, ଅଜୟ କୁମାର ଖୁଣ୍ଟିଆ, ରୀତାଞ୍ଜଳୀ ରାଉତ, ଚିନ୍ମୟୀ ନାୟକ, ଶରତ କୁମାର ରାଉତ, ଜୁନା ଖାଁ, ରାଜେନ୍ଦ୍ର ଦାସ, ରାଜେନ୍ଦ୍ର ପଣ୍ଡିତ, ଅବିନାଶ ଆଇଚ, ସତ୍ୟବ୍ରତ ସିଂ ପ୍ରମୁଖ ସଦସ୍ୟମାନେ ସାମ୍ବାଦିକ କିଶୋର ଆଚାର୍ଯ୍ୟ, ସୋସୋ ପଞ୍ଚାୟତର ସରପଞ୍ଚ ବେଣୁଧର ବିନ୍ଧାଣୀ, ଜିଆରଏସ ସତ୍ୟେନ୍ଦ୍ର କୁମାର ପାଗଳ, ରୋଷେୟା, ମହିଳା ସ୍ୱାସ୍ଥ୍ୟକର୍ମୀ ,ଅଙ୍ଗନବାଡି କର୍ମୀ ଓ ପଞ୍ଚାୟତରେ କାର୍ଯ୍ୟରତ ଆଶାକର୍ମୀ ମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ କରୋନା ସମୟରେ ଲଢ଼େଇରେ ସେମାନଙ୍କ କାମକୁ ଭୂୟସୀ ପ୍ରସଂଶା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ