ବିଶିଷ୍ଟ ମଞ୍ଚ ଅଭିନେତା ଙ୍କ ଦ୍ୱାଦସାହ ରେ ସୃତିଚାରଣ ସଭା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ପଞ୍ଚାୟତ ର ପଥରପୁଞ୍ଜି ଗ୍ରାମ ର ଜଣେ ବିଶିଷ୍ଟ ମଞ୍ଚ ଅଭିନେତା ଙ୍କୁ ହରାଇଛି।ଲୋକକଳା ରେ ସୁନାମ ଅର୍ଜନ କରିଥିବା ସ୍ୱର୍ଗତ ପଞ୍ଚାନନ ପ୍ରଧାନ ଙ୍କ ଦଦ୍ୱାଦସାହ ଅବସରରେ ଶ୍ରୁତିଚାରଣ କରାଯାଇଥିଲା।ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କ ମଧ୍ୟରେ ଯୁଧିଷ୍ଠିର ପ୍ରଧାନ, କୃଷ୍ଣ ପ୍ରଧାନ, ରମେଶ ପ୍ରଧାନ, ଚିତ୍ତରଞ୍ଜନ ପ୍ରଧାନ, ରମେଶ ଚନ୍ଦ୍ର ସ୍ୱାଇଁ,ମଦନ ଜେନା ,ସନ୍ତୋଷ ପ୍ରଧାନ ,ଅଶୋକ ପ୍ରଧାନ, ଅମୁଲ୍ୟ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ ସ୍ବର୍ଗତ ପ୍ରଧାନ ଙ୍କ କଳା ଉପରେ ଆଧାରିତ ଭକ୍ତ ପ୍ରହଲ୍ଲାଦ,ହୀରଣ୍ୟ କଶ୍ୟପ, କଂସ ବଧ,ସସିରେଖା ହରଣ ,ଶନିଚ୍ଚର ପୂଜା ଏଭଳି ବିଭିନ୍ନ ସାମାଜିକ ପୌରାଣିକ ନାଟକ ରେ ଅଭିନୟ କରି ଗଞ୍ଜାମ ଜିଲ୍ଲା ର ପୁରପଲ୍ଲୀ ରେ ପରିଚିତ ବେଶ ସୁନାମ ଅର୍ଜନ କରିଥିଲେ।ତାଙ୍କର ବିୟୋଗ ରେ ଅଞ୍ଚଳବାସି ଦୁଃଖ ପ୍ରକାଶ କରିବା ସହ ଅମର ଆତ୍ମା ର ସଦଗତି ପାଇଁ ସ୍ମୃତିଚାରଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସାହସ ପ୍ରଧାନ,ଶିବିରାମ ସ୍ୱାଇଁ, ସୁଦ୍ଧା ପ୍ରଧାନ,ପିଣ୍ଟୁ ପ୍ରଧାନ, ମିଥୁନ ସ୍ୱାଇଁ,ସସି ପ୍ରଧାନ ପ୍ରମ୍ମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ