ବିଶ୍ୱ ମାନବ ଅଧିକାରୀ ଦିବସ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବିଶ୍ୱ ମାନବ ଅଧିକର ଦିବସ ସରକାରୀ ଉଚ୍ଚ ବାଲିକା ବିଦ୍ୟାଳୟ ପରିସରରେ ପାଳିିତ ହଇଯାଇଛି । ଉକ୍ତ ବୈଠକରେ ଅତିଥି ଭାବେ ଦିପଙ୍କର ପଟ୍ଟନାୟ-ସିନିୟର ସିଭିଲ ଜର୍ଜ,ବିରଜା ପ୍ରସାଦ ପଣ୍ଡା ଏସଡିଜେଏମ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅମିତାସ୍ମିତା ନାୟକ ପ୍ରମୁଖ ମଂଚାସୀନ ଥିଲେ ।ଏଥିରେ ମାନବ ଅଧିକାର ର କଣ କଣ ନିୟମ ରହିଛି ଓ ମାନବ ଅଧିକାର କ୍ଷୁର୍ଣ୍ଣ ହେଲେ ତା ପାଇଁ କଣ କଣ ଦଣ୍ଡବିଧାନ ର ନିୟମରହିଛି ତାରି ଉପରେ ଆଲୋକପାତ କରାଯାଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ କର୍ମକ୍ରତା ଓ ଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ