ଭାରତର ନୂଆ ବୈଦେଶିକ ସଚିବ ହେଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ – ଭାରତର ନୂଆ ବୈଦେଶିକ ସଚିବ ଭାବେ ନିଯୁକ୍ତି ହୋଇଛନ୍ତି ବରିଷ୍ଠ କୂଟନୀତିଜ୍ଞ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ହର୍ଷବର୍ଦ୍ଧନଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ହର୍ଷବର୍ଦ୍ଧନଙ୍କ ନିଯୁକ୍ତି ସମ୍ପର୍କରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସୋମବାର ନିର୍ଦେଶନାମା ଜାରି କରିଛନ୍ତି । ଆମେରିକାରେ ଭାରତର ରାଷ୍ଟ୍ରଦୂତ ଭାବେ କ।ର୍ଯ୍ୟରତ ହର୍ଷବର୍ଦ୍ଧନ ଜାନୁଆରୀ ୨୯ରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ବର୍ତ୍ତମାନର ବୈଦେଶିକ ସଚିବ ବିଜୟ ଗୋଖଲେଙ୍କ ଦୁଇ ବର୍ଷୀୟା କ।ର୍ଯ୍ୟକ।ଳ ଜାନୁଆରୀ ୨୮ରେ ଶେଷ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ