ଜନ୍ମଦିନ ରେ ଉନ୍ମୋଚନ ହେବ ବାଜପେୟୀଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ -ଆସନ୍ତାକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର କାର‌୍ୟ୍ୟକ୍ରମ ରହିଛି। ଉତ୍ତର ପ୍ରଦେଶ ଲକ୍ଷ୍ନୌର ଲୋକ ଭବନରେ ଏହି ମୁର୍ତ୍ତି ପ୍ରତିଷ୍ଠା କରାଯାଇଛି। ସୂଚନାଯୋଗ୍ୟ ବୁଧବାର ବାଜପେୟୀଙ୍କ ୯୫ତମ ଜନ୍ମଦିନ ରହିଥିବାରୁ ଏହିଦିନ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ