ଭାରତୀୟ ଯବାନ ଆକ୍ସନରେ ୪ ପାକ୍ ଜବାନ ସଫା

ନୂଆଦିଲ୍ଲୀ,(ଯୁଗାବ୍ଦ ନ୍ୟୁଜ୍‌) : ଭାରତୀୟ ସୀମାପାର ହୋଇ ବିଭିନ୍ନ ସମୟରେ ଆତଙ୍କବାଦୀ ମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଭାରତୀୟ ସେନା କଡା ଯବାବ ଦେବା ଦେଇ ଭଣ୍ଡୁର କରିବାରେ ସଫଳ ହୋଇଛି । ତଥାପି ପାକିସ୍ତାନ ପଟୁ ପାକିସ୍ତାନ ଯବାନ ଓ ଆତଙ୍କ ବାଦୀ ମାନେ ପ୍ରବେଶ କରିବାକୁ ପ୍ରୟାସ ଜାରୀ ରହିଛି । ମିଳିଥିବା ଖବର ଅନୁଯାୟୀ ଗତକାଲି ଭାରତୀୟ ସେନାର ଆଉଟ୍ ପୋଷ୍ଟ ଉପରେ ପାକିସ୍ତାନ ଯବାନ ମାନେ ଗୁଳି ଓ ମୋର୍ଟାର ମାଡ କରିଥିଲେ । ଭାରତର ପାଲଟା ଆକ୍ରମଣରେ ୪ ଜଣ ପାକ୍ ଯବାନ୍ ନିହତ ହୋଇଥିବା ଜଣାପଡିଛ । ପାକିସ୍ତାନ ସେନାର ଆକ୍ରମଣରେ ଭାରତୀୟ ସେନାର ଏକାଧିକ ବଙ୍କର ପୋଷ୍ଟର ଭାରତୀୟ ସେନାର ଧ୍ୱଂସ କରିଦେଇଛି । ଅନ୍ୟ ପଟେ ବୁଧବାର ପାକିସ୍ତାନ ଗୁଳିରେ ଭାରତୀୟ ଯବାନ ଜଣେ ସହିଦ ହୋଇଥିବା ବେଳେ ଭାରତର ପାଲଟା ଆକ୍ରମଣରେ ୨ ଜଣ ପାକିସ୍ତାନ ଯବାନ ସହିଦ୍ ହୋଇଥିଲେ ।ଏକଥା ପାକ୍ ସେନା ମୁଖପାତ୍ର ସ୍ୱୀକର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ