ଭିନ୍ନକ୍ଷମ ସୁକାନ୍ତଙ୍କୁ ମିଳିଲା ଟ୍ରାଇସାଇକେଲ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବାଡି ପ୍ରଦାନ କରିଛି  । ଟ୍ରାଇସାଇକେଲ ପ୍ରଦାନ ବେଳେ ବିଡିଓ ରେବେକା ବିଲୁଙ୍ଗ, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଲକିପ୍ରଭା ଜେନା, ସଂଯୋଜକ ହୃଦାନନ୍ଦ ପାଢୀ, କର୍ମଚାରୀ ରତନି ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଦୀର୍ଘ ଦିନ ପରେ ସୁକାନ୍ତଙ୍କୁ ଟ୍ରାଇସାଇକେଲ ମିଳିଥିବାରୁ ସରପଞ୍ଚ ରଂଜନ କୁମାର ସାହୁଙ୍କ ସମେତ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି । ପ୍ରକାଶ ଥାଉକି, ଗତ ୭ ବର୍ଷ ପୂର୍ବେ ସୁକାନ୍ତ ପାୱାର ଟେଲର ଯୋଗେ ଜମିରେ ହଳ କରୁଥିବା ବେଳେ ତାଙ୍କର ଗୋଡ କଟି ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ