ଭୁଜାଲିରେ ହାଣି ଲୁଟିନେଲେ ୧୦ ଲକ୍ଷ

ଭଦ୍ରକ : ଗ୍ୟାସ୍‌ ଏଜେନ୍ସି କର୍ମଚାରୀଙ୍କୁ ହାଣି ଲୁଟ୍‌ ହୋଇଥିବାର ସୂଚନା ମିଳିଛି । ଭୁଜାଲିରେ ହାଣି ଲୁଟି ନେଲେ ୧୦ ଲକ୍ଷ ୮୦ ହଜାର ଟଙ୍କା । ତିହିଡିର ଗ୍ୟାସ୍‌ ଏଜେନ୍ସି କର୍ମଚାରୀ ଟଙ୍କା ନେଇ ବ୍ୟାଙ୍କ ଯାଉଥିବା ସମୟରେ ଜିଝାରପୁର ନିକଟରେ ଟଙ୍କା ବ୍ୟାଗ୍‌ ଝାମ୍ପିନେଲେ ତିନି ଦୁର୍ବୃତ୍ତ । କର୍ମଚାରୀଙ୍କୁ ଭୁଜାଲିରେ ହାଣି ଟଙ୍କା ଛଡାଇ ଚମ୍ପଟ୍‌ କରିଥିବାର ଅଭିଯୋଗ ହୋଇଛି । ଆହତ କର୍ମଚାରୀ ତିହିଡି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଏତଲା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ