ମୋଦିଙ୍କ କଠୋର ନିଷ୍ପତ୍ତି
(ଯୁଗାବ୍ଦ ନ୍ୟୁଜ) ଦ୍ୱିତୀୟ ବାର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ ଏଥର ସାଂସଦ ଓ ମନ୍ତ୍ରୀ ମାନଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଯେଉଁ ମନ୍ତ୍ରୀ ମାନେ କାର୍ଯ୍ୟଳୟ ରେ ଅନୁପସ୍ଥିତ ରହୁଛନ୍ତି ଓ କାର୍ଯ୍ୟାଳୟକୁ ଡେରି ରେ ଆସୁଛନ୍ତି ସେ ସବୁ ମନ୍ତ୍ରୀ ମାନଙ୍କ ର ସମୂର୍ଣ୍ଣ ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ର ସଂସଦୀୟ ଦଳ ବୈଠକ ସରିବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ନିୟମ ଅନୁସାରେ ସବୁମନ୍ତ୍ରୀ ଉଭୟ ଲୋକସଭା ଓ ରାଜ୍ୟସଭା ଉପସ୍ଥିତ ରହିବାକୁ ତାଗିତ କରିଛନ୍ତି ।


