ରାଜ୍ୟ ସରକାରଙ୍କୁ ଚାଷୀଙ୍କ ଦୁଃଖ ଜଣାଇଲେ ବିଜେପି ରାଜ୍ୟ ସଦସ୍ୟ

କୋଦଳା,(ଗୁଲସନ କୁମାର କର) :ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି l  ଏହା ଫଳରେ ପୁରୁଷୋତ୍ତମପୁର ତହସିଲ ଅଧିନ ଚଢିଆପଲ୍ଲୀ, ଗୋଠିଆଳି, ବଡ ବରଗାଁ , ସମା ଓ କେନପୁର ଗ୍ରାମର ଶହଶହ ଏକର ଚାଷ ଜମି ଜଳମଗ୍ନ ହେବାସହ ସଂଲଗ୍ନ ଅଛୁଲି-କୋଦଳା ଆର ଡି ରାସ୍ତାରେ ପାଣି ଛୁଟୁଛି ।  କୋଭିଡ଼-୧୯ ମହାମାରୀ ପ୍ରକୋପ ସମୟରେ ପ୍ରାକୁତିକ  ବିପର୍ଯ୍ୟୟର ସମୟେର ଚାଷି ମାନଙ୍କୁ ସାହାୟ୍ଯ କରିବା ପାଇଁ ରଜ୍ଯ ସରକାର ନିକଟେର ଭାରତୀୟ ଜନତା ପାଟି ର ରାଜ୍ଯ ସଦସ୍ୟ  ଅରୁଣ କୁମାର ପଣ୍ଡା ଓ ମଣ୍ଡଳ ସଭାପତି ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ