ରାନୁଙ୍କ ଭାଗ୍ୟ ବଦଳିଲା ସୋସିଆଲ ମିଡିଆ

କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଜଣେ ମହିଳା ରେଳୱେ ଷ୍ଟେସନ ପ୍ଳାଟଫର୍ମରେ ରେ ଲତା ମଙ୍ଗେସ୍କରଙ୍କ ଗୀତ ‘ଏକ ପ୍ୟାର କା ନଗମା ‘ ଗୀତ ଗାଇ ଭିକ ମାଗୁଥିଲେ । ମହିଳା ଜଣକ ରେଳୱେ ପ୍ଲାଟଫର୍ମରେ ସେତେବେଳେ କୈାଣସି ଜଣେ ଯୁବକ ମହିଳାଙ୍କ ଗୀତ ଗାଇବା ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିବା ପରେ ମହିଳାଙ୍କ ଭାଗ୍ୟ ହିଁ ବଦଳି ଯାଇଛି । ପ୍ରଥମେ ତାଙ୍କୁ ମେକଅପ ଦେବା ପରେ ଏବେ ତାଙ୍କ ବଲିଉଡ଼ରେ ମଧ୍ୟ ଅଫର ମିଳିଛି । ମହିଳା ଜଣକ ହେଲେ ରାନୁ ମଣ୍ଡଳ । ବର୍ତ୍ତମାନ ରାନୁ ମଣ୍ଡଳଙ୍କ ଆଉ ଏକ ଭିଡ଼ିଓ ଭାଇରାଲ ହୋଇଛି । ହିମେସ ରେସମିୟା ରାନୁ ମଣ୍ଡଳଙ୍କୁ ନିଜ ଅପକମିଂ ଫିଲ୍ମରେ ଗୀତ ଗାଇବାକୁ ଅଫର ଦେଇଛନ୍ତି । ବର୍ତ୍ତମାନ ଭାଇରାଲ ହୋଇଥିବା ଭିଡ଼ିଓରେ ରାନୁ ନିଜ ସ୍ୱରରେ ନୂଆ ଗୀତ ଗାଉଥିବା ନଜର ଆସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ