ରାମନଗରଠାରେ ସାଧାରଣତନ୍ତ୍ର ଦିବସ ପାଳନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ରାମନଗର ପଞ୍ଚାୟତର ବରଜ ବାହାକୁଦଠାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ମାନବାଧିକାର ପରିଷଦର ସଭାପତି ନିରଞ୍ଜନ ପରିଡା ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଚିତ୍ତରଞ୍ଜନ ତରାଇ, ଧନେଶ୍ୱର ପଟ୍ଟନାୟକ, ରାମନଗରର ପୂର୍ବତନ ସରପଞ୍ଚ ବିଜୟ ଶୁକ୍ଳା, ଫକିର ବେହେରା, ମନୋଜ ନାୟକ, ବିଶ୍ୱନାଥ ବେହେରା, ସୁନିତା ମଣ୍ଡଳ, ସୁନିତା ମାନା, ବଳରାମ ମଲ୍ଲିକ, କ୍ରିଷ୍ଣା ମଣ୍ଡଳ, ଚରଣା ସାମଲ ପ୍ରମୁଖ ଉପସ୍ଥିତ ହୋଇ କୋଭିଡ-୧୯ ନିୟମ ଅନୁଯାୟୀ ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ