ଲଦାଖରେ ଭୁକମ୍ପ ଅନୁଭୂତ
ଲଦାଖ- ରବିବାର ଲଦାଖରେ ରିକ୍ଟର ସ୍କେଲରେ ୫.୩ ତୀବ୍ରତାର ଏକ ଭୁକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ସକାଳ ପ୍ରାୟ ୧୦ଟା ୫୪ରେ ଅନୁଭୂତ ହୋଇଥିବା ବେଳେ ଏଥିରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଅନ୍ୟପଟେ ଆଜି ସକାଳେ ହିମାଚଳ ପ୍ରଦେଶର କଙ୍ଗରା ଜିଲାରେ ପ୍ରାୟ ୧୧ଟା ସମୟରେ ୩.୪ ତୀବ୍ରତାର ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି ।


