ଲୋକସେବା ପ୍ରସାରଣ ଦିବସ

ଆଜି ଲୋକସେବା ପ୍ରସାରଣ ଦିବସ । ୧୯୪୭ ମସିହା ଆଜିର ଦିନରେ ଆକାଶବାଣୀ ଦିଲ୍ଲୀ ଷ୍ଟୁଡିଓକୁ ମହାତ୍ମାଗାନ୍ଧୀ ପ୍ରଥମ ଓ ଶେଷ ଥର ପାଇଁ ଯାଇଥିଲେ , ଏହି ସ୍ମୃତିକୁ ମନେ ରଖିବା ପାଇଁ ପ୍ରତିବର୍ଷ ନଭମ୍ବେର ୧୨ ତାରିଖକୁ ଲୋକସେବା ପ୍ରସାରଣ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ମଙ୍ଗଳବାର ଆକାଶବାଣୀ ନିଜର ଦିଲ୍ଲୀ ପରିସରରେ ଏକ ମହାସମାରୋହର ଆୟୋଜନ କରାଯାଇଛି ।ଏହି ଅବସରରେ ଆକାଶବାଣୀ ତାର ସମସ୍ତ ଶ୍ରୋତାଙ୍କୁ ଶୁଭକାମନା ଜଣାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ