ଲୟନସ କ୍ଲବ ତରଫରୁ ବୃକ୍ଷ ରୋପଣ
ବ୍ରହ୍ମପୁର, (ଅନିଲ କୁମାର):ବ୍ରହ୍ମପୁର ଲୟନସ କ୍ଲବ ତରଫରୁ ବୃକ୍ଷ ରୋପଣ କରି ସଭ୍ୟମାନେ ବନ୍ଧୁତ୍ୱ ଦିବସ ପାଳନ କରିଛନ୍ତି, ସହରର ବିଭିନ୍ନ ଅଞ୍ଚଳରେ ଖୋଦାସିଙ୍ଗୀ ଅଞ୍ଚଳରେ, ଶ୍ରଦ୍ଧାବାଲି ଅଞ୍ଚଳରେ ବୃକ୍ଷ ଚାରା ଲଗାଇ ତାଙ୍କୁ ରକ୍ଷା ପାଇଁ ଟ୍ରୀ ଗାର୍ଡ ଲଗାଇଲେ ଏବଂ ଗରିବ ବିକ୍ରେତାଙ୍କୁ ଲୋ୍ୟାନ୍ସ ଛତା ଯେଉଁମାନେ ବର୍ଷାରେ ତିନ୍ତି ତାଙ୍କର ବ୍ୟବସାୟ କରୁଛନ୍ତି ରକ୍ଷା ପାଇଁ ଛତା ସହରର ବିଭିନ୍ନ ଅଞ୍ଚଳରେ ବ୍ୟବସାୟ କରୁଥବା ଲୋକଙ୍କୁ ଇଞ୍ଜିନିୟରିଂ ସ୍କୁଲ ଫାଟକ ସମ୍ମୁଖ ପାର୍ଶ୍ୱରେ, ଗଞ୍ଜାମ କାଲା ପରିଷଦ ପନିପରିବା ବିକ୍ରେତାଙ୍କ ବଣ୍ଟନ କରିଲେ, ସେବା କାର୍ଯ୍ୟକ୍ରମକୁ ଲୟନ ଧର୍ମା ରାଓ ସଂଯୋଜନା କରିଥିଲେ। ଉକ୍ତ କାର୍ଯ୍ୟ କ୍ରୋମରେ ପୂର୍ଵ ଜିଲ୍ଲା ଗବେର୍ଣ୍ଣର ଦିଲୀପ ଦାସ, ସଭାପତି ଅରୁଣ ପ୍ରାସାଦ ପଣ୍ଡା, ସବିତା ପାଣିଗ୍ରାହୀ, ହରିହର ଦାସ, ସୁରେଶ ପାଢ଼ୀ ଯୋଗ ଦେଲେ,ସନ୍ଧ୍ୟାରେ ବ୍ରହ୍ମପୁର ଗିରି ରୋଡ ସ୍ତିଥ ପାଢ଼ୀ ସେଲିବ୍ରେସନରେ ଲୟାନ୍ସ କ୍ଲବରେ ନୂତନ ଭାବରେ ନିର୍ବାଚିତ ସଭାପତି, ସୋମ୍ପାଦକ ଅନ୍ୟ ଅଫିସ୍ ଧାରକମାନେ ସ୍ଥାପିତ ହୋଇଥିଲେ, ଲାୟନସ ଜିଲ୍ଲା 322ସି4 ଜିଲ୍ଲା ଗଭର୍ଣ୍ଣର ସରସ୍ୱତୀ ପାତ୍ର, କ୍ୟାବିନେଟ୍ ସଦସ୍ୟ, ଉମା ଶଙ୍କର ପାଣିଗ୍ରାହୀ, ଏବଂ ବିଭିନ୍ନ ଅଞ୍ଚଳ ସ୍ଥିଥ କ୍ଲବ ଆସ୍କା, ସୁରଡା, କବିସୁରଜନଗର, ଶିଳ୍କ, ଗୋଲଡ଼ କ୍ଲବ ସଦସ୍ୟ, ଅତିଥି ଅନ୍ୟାନ୍ୟ ଏନଜିଓର ଅଂଶଗ୍ରହଣ କରିଥିଲେ । ଲୟୋନ୍ସ କ୍ଲବର ନୂତନ ଅଫିସର୍ ଧାରକ ବ୍ରହ୍ମପୁର ଟେକ୍ନୋର ସଭାପତି ଭାବରେ ନିର୍ବାଚିତ ଇଞ୍ଜିନିୟର ଲକ୍ଷ୍ମିନାରାୟଣ ତ୍ରିପାଠୀ ତଥା ସଚିବ ବିଜୟ କୁମାର ମିସ୍ରୋ ଏବଂ ବୋର୍ଡ ସଦସ୍ୟ ସ୍ଥାପିତ ହେଲେ, ଡା.ଇପି ରାଓ କ୍ଲବରେ ନୂତନ ସଦସ୍ୟମାନଙ୍କୁ ଉପସ୍ଥାପଣ କରିଥିଲେ। ବିଭିନ୍ନ ସ୍କୁଲର ପିଲାମାନଙ୍କୁ ମଧ୍ୟରେ ପ୍ରବନ୍ଧ, ବିତର୍କ, ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରିଥିଲେ,ସରକାରୀ ବିଦ୍ୟାଳୟ ଉତ୍କଳଶ୍ରମ ରୋଡ୍, ସାହିଦ୍ ଲକ୍ଷ୍ମଣ ନାୟକ ବିଦ୍ୟାଳୟ, ଏବଂ କେନ୍ଦ୍ରିୟ ବିଦ୍ୟାଲୟାରେ ଏବଂ ପ୍ରତିଯୋଗିତାରେ ବିଜେତା ଛାତ୍ରମାନଙ୍କୁ ପୁରସ୍କାର, ପ୍ରମାଣପତ୍ର ଏବଂ ଜ୍ଞାପିକା ବଣ୍ଟନ କରିଲେ | ମାଷ୍ଟର ଅଫ୍ ସମାରୋହ ଲୟନ ଧର୍ମା ରାଓ ସମସ୍ତଙ୍କୁ ସହଯୋଗ କରି ସଂଗଠିତ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।ସମ୍ପାଦକ ସଂଗୀତା ପାଣିଗ୍ରାହୀ ଆଜି ପର୍ଯ୍ୟନ୍ତ ଜୋ ସାମାଜିକ ସେବା କାର୍ଯ୍ୟ କରିଥିଲେ ସଭା ରେ ଉପସ୍ଥାପଣ କରିଲେ, ଲୟନ ବିଜୟ କୁମାର ମିଶ୍ରୋ ଧନ୍ୟବାଦ ଅର୍ପଣ କଲେ.


