ଶୈବାଳୟରେ କାଉଡିଆ ଙ୍କ ଭିଡ

(ଯୁଗାବ୍ଦ ନ୍ୟୁଜ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରାଗୁଡା ଶିବ ମନ୍ଦିର ଠାରେ ପବିତ୍ର ଶ୍ରାବଣ ମାସରେ ଭକ୍ତ ମାନଙ୍କ ଦ୍ୱାରା ଜଳ ଅଭିଷେକ କରାଯାଇଛି ଜ୍ଝହଜାର ହଜାର ସଂଖ୍ୟାରେ ବୋଲବମ ଭକ୍ତ ମାନେ ଭାବ ବିହ୍ୱୋଳ ହୋଇ ଦଣ୍ଡ ମାରି ମାରି ମନ୍ଦିର ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରୁ ଏକ ଜୋରରୁ ଜଳ ଆଣିକି ପ୍ରଭୁ ଭୋଳାଶଙ୍କର, ପ୍ରଭୁ ତ୍ରିକାଳ ଦର୍ଶୀ ଭଗବାନ ଶିବଙ୍କ ଠାରେ ଜଳ ଅଭିଷେକ କରିଛନ୍ତି ଜ୍ଝ ମନ୍ଦିର ପରିବେଶ ସତେ ଯେପରି ଆନନ୍ଦ ମୟ ସ୍ୱର୍ଗ ପାଲଟି ଯାଇଛି ଜ୍ଝ ହଜାର ହଜାର ସଂଖ୍ୟାରେ ଭକ୍ତ ଏହି ପବିତ୍ରମୟ ଭଗବାନଙ୍କ ପିଠସ୍ଥଳୀ ରେ ଉପସ୍ଥିତ ରହି ନିଜ ନିଜର ଜଳ ଅଭିଷେକ କରିଛନ୍ତି ଜ୍ଝ ଏହି ଆନନ୍ଦ ମୟ ଉତ୍ସବରେ ମନ୍ଦିର କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଭକ୍ତ ମାନଙ୍କୁ ସହଯୋଗ କରିବା ସହିତ ମନ୍ଦିର କମିଟି ତରଫରୁ ସମସ୍ତ ଭକ୍ତ ମାନଙ୍କ ପାଇଁ ଅର୍ନପ୍ରସାଦ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ