ଶ୍ରୀଲଙ୍କା ନୌବାହିନୀ ହାତରେ ଧରାପଡିଲେ ୧୪ ଭାରତୀୟ ମତ୍ସ୍ୟଜୀବୀ
କଲମ୍ବୋ- ବେଆଇନ ଭାବେ ମାଛ ମାରୁଥିବା ଅଭିଯୋଗରେ ୧୪ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ ୩ଟି ମାଛ ଧରା ଡଙ୍ଗା ଜବତ କରିଛି ଶ୍ରୀଲଙ୍କା ନୌବାହିନୀ । ଶନିବାର ଡେଲ୍ ଫ୍ଟ ଦ୍ୱୀପରରେ ଏମାନଙ୍କୁ ଅଟକ ରଖାଯାଏଥିଲା । ପରେ ଜାଫ୍ନା ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି । ନୂଆ ନିୟମ ଅନୁସାରେ ପ୍ରଥମ ଥରପାଇଁ ଗିରଫ ହୋଇଥିବା ମତ୍ସ୍ୟଜୀବୀମାନଙ୍କୁ ତିନି ବର୍ଷ ପାଇଁ ସଜ୍ଜା ଦିଆଯିବା ପରେ ଆବଶ୍ୟକ କୋର୍ଟ ନିର୍ଦ୍ଦେଶାନୁଯାୟୀ ସେମାନଙ୍କୁ ଖଲାସ କରାଯିବ ।


