ସମୟ ର ଜିଲ୍ଲା ପ୍ରତିନିଧି ଗରୁଡ ଧ୍ଵଜ ଚୌଧୁରୀଙ୍କ ପିତୃ ବିୟୋଗ

ପାରଳଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବରିଷ୍ଠ ସାମ୍ବାଦିକ ଗଜପତି ଜିଲ୍ଲା ସମୟର ଜିଲ୍ଲା ପ୍ରତିନିଧି ଗରୁଡ ଧ୍ଵଜ ଚୌଧୁରୀ ଙ୍କ ପିତା ବ୍ରହ୍ମପୁର ଗୋଷାଣୀନୂଆଗାଁ ନିବାସୀ ଦାଶରଥି ଚୌଧୁରୀ (୯୪)ଙ୍କ ଆଜି ବ୍ରହ୍ମପୁର ସ୍ଥିତ ଏମ୍ କେ ସି ଜି ମେଡ଼ିକାଲରେ ବିୟୋଗ ହୋଇ ଯାଇଛି l କିଛି ଦିନ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସତ ଥିଲେ l ବ୍ରହ୍ମପୁର ନୀଳକଣ୍ଠ ସ୍ୱର ଶ୍ମଶାନରେ ଶବ ସତ୍କାର କରାଯାଇଥିଲା l ମୃତ୍ୟୁ ବେଳେ ତାଙ୍କ ନିକଟରେ ଜ୍ୟେଷ୍ଠ ପୁତ୍ର ଗରୁଡ ଧ୍ଵଜ ଚୌଧୁରୀ ସମେତ ଅନ୍ୟ ୩ ଭାଇ ଲିଙ୍ଗରାଜ, ଅରୁଣ, ବରୁଣ, ବହୁ ସନ୍ଧ୍ୟାରାଣୀ, ଗୀତା, ପ୍ରସନା ଭଉଣୀ ବିଜୟ ଲକ୍ଷ୍ମୀ, ରାଜଲକ୍ଷ୍ମୀ, ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ