ସାମ୍ବାଦିକ ଙ୍କୁ ଆଇ. ଆର. ବି କନେଷ୍ଟବଲ ଙ୍କ ଅଭଦ୍ର ଭାଷାରେ ଗାଳି ଅତ୍ୟନ୍ତ ନିନ୍ଦନୀୟ

ଫୁଲବାଣୀ, (ସୁନିଲ ବେହେରା):ଆଜି ସକାଳେ ମାଦିକୁନ୍ଦା ଛକରେ ହକି କପ ଯିବା ସମୟରେ ନ୍ୟୁଜ କରିବା ପାଇଁ ଯାଉଥିବା ଜଣେ ସାମ୍ବାଦିକ ଙ୍କୁ ଅଭଦ୍ର ଭାଷା ରେ ଗାଳିଗୁଲଜ କରିବା ଏକ ଅଭଦ୍ରାମି ର ପରିଚୟ ଦେଇଛନ୍ତି ଆଇ.ଆର.ବି .।ଏହି ଭଳି ଗାଳି କରିବା ଘଟଣା କୁ ଦୃଢ଼ ନିନ୍ଦା କରିଛନ୍ତି କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ର ସଭାପତି ସୁନୀଲ ବିଶ୍ୱାଳ , ସାଧାରଣ ସମ୍ପାଦକ ସୁର୍ଯ୍ୟ ନାରାୟଣ ବେହେରା ଓ ଅନ୍ୟ ବରିଷ୍ଠ ସାମ୍ବାଦିକଗଣ ।ଏହି ଆଇ.ଆର.ବି ଜଣକ ଅତିଶୀଘ୍ର ସାମ୍ବାଦିକ ଙ୍କୁ କ୍ଷମା ମାଗନ୍ତୁ ବୋଲି ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗାଲ ମିଡିଆ ଫୋରମ ର ସମସ୍ତ କର୍ମକର୍ତ୍ତା ମାନେ ଦାବି କରିଛନ୍ତି।ଏହି ଘଟଣା କୁ ଫୁଲବାଣୀ ଆର ଆଇ. ମୁଣ୍ଡକୁ ନେଇ ଆର.ବି.ଆଇ କନେଷ୍ଟବଲ ଜଣକ ସାମ୍ବାଦିକ ଙ୍କୁ କ୍ଷମା ମାଗିବା ବ୍ୟବସ୍ଥା କରନ୍ତୁ ବୋଲି ସଂଘ ଦାବି କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ