ସୁରଳରେ ମୋ ନିବେଦନ କାର୍ଯ୍ୟକ୍ରମ
ଚିକିଟି,, (ଯୁଗାବ୍ବ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସୁରଳ ପଞ୍ଚାୟତରେ ସଶହଶଚ୍ଚରରହ ଅପରାହ୍ନରେ ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ୨୨୦ ଜନ ସାଧାରଣ ବିଭିିିନ ନିବେଦନ ବେଳେ ,ଅଞ୍ଚଳରେ ପାଣି ସମସ୍ୟା, ବ୍ୟାଙ୍କ ସେବା ଓ ସୁନପୁର ଠାରୁ ଗୋବିନ୍ଦ ପୁର ଐତିହାସିକ କାଇଠା ବଷ୍ଟାଣ୍ଡ ସଂଯୋଗୀକରଣ ପାଇଁ ନିଵେଦନ ହୋଇଥିଲା। ଏହି କାର୍ୟ୍ୟକର୍ମରେ ବିଡ଼ିଓ ଫାଲ୍ଗୁନି ମାଝି, ତହସିଲଦାର ହର ପ୍ରସାଦ ଭୋଇ, ଡିଓ ରାମଚନ୍ଦ୍ର ରଥ, ଜେଇ ବିକ୍ରମ ସୋରେନ,ସିଡିପିଓ ମାଧୁରୀ ପାଢ଼ୀ, ସରପଞ୍ଚ ଡି ଦାମଦର ରେଡ୍ଡୀ ,ସମିତି ସଭ୍ୟ ଗିରିଧର ବେହେରା , କାର୍ୟ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ପତି, ସମସ୍ତ ଉପସ୍ଥିତ ରହି ଲୋକଙ୍କ ନିବେଦନ ଗ୍ରହଣକରିଥିଲେ।


