ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ବାଲୁକା ଶୀଳ୍ପୀ ମାନସ ସାହୁ

(ଯୁଗାବ୍ଦ ନ୍ୟୁଜ ), ବିଜେପିର ବରିଷ୍ଠ ନେତ୍ରୀ ତଥା ପୁର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତରେ ସମଗ୍ର ଦେଶରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ନ୍ତ୍ରଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଦେଶର ସାଧାରଣ ଜନତା ସମସ୍ତେ ସୁଷମାଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛନ୍ତି । ତେବେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ସୁଷମାଙ୍କ ଏକ ବାଲୁକା ଶିଳ୍ପ ଅଙ୍କନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ୧୫ ଫୁଟ ଓସାରର ଏହି ଶିଳ୍ପଟୀ ତିଆରି କରିବାକୁ ୧୫ଟନର ବାଲିର ବ୍ୟବହାର ହୋଇଥିବାବେଳେ ୫ଘଣ୍ଟା ସମୟ ଲାଗିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ