ହାଟଡିହି କଲେଜର ଅଧ୍ୟାପକଙ୍କୁ ଅବସର କାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି କଲେଜର ଅଧ୍ୟାପକ ବୀରଭଦ୍ର ପ୍ରଧାନ ଓ ଅଣଶିକ୍ଷା କର୍ମଚାରୀ ମଞ୍ଜୁଲତା ବେହେରାଙ୍କୁ କଲେଜ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ଅଧ୍ୟାପକ ପ୍ରଣୟ କୁମାର ନାୟକ, ଅଧ୍ୟାପିକା ମିନତୀ ବାସ୍କେ, ପ୍ରଧ୍ୟାପିକା ଦେବାହୁତୀ ପଟ୍ଟନାୟକ, ଅଧ୍ୟାପିକା ମେନକା ଧୁରୁଆ, ଶଶିକଳା ଦାଶ, ପ୍ରଧ୍ୟାପକ ବିଜୟ କୁମାର ନାୟକ, ଅଧ୍ୟାପକ ବୃନ୍ଦାବନ ଓଝା, ପ୍ରଧ୍ୟାପକ ରବିନାରାୟଣ ବିଶ୍ୱାଳ, ଅଧ୍ୟାପକ ରବିନ୍ଦ୍ର ନାଥ ଜେନା, ଗୌରାଙ୍ଗ ଚରଣ ନାୟକ, ଅଧ୍ୟଞାପିକା ନିଲମ ସ୍ୱୟାଁ, ଜଳଧର ଦାଶ, ଚକ୍ରଧର ଦାଶ, ଅଜୟ କୁମାର ଦାସ,ବିଶ୍ୱରଞ୍ଜନ ଜେନା, ସନାତନ ଖୁଣ୍ଟିଆ, ପୁର୍ଣ୍ଣଚନ୍ଦ୍ର ବେହେରା, ଅଧ୍ୟାପିକା ସ୍ୱାଗତିକା ନାୟକ, ଜ୍ୟୋତିରୁପା ମଲ୍ଲିକ, ମହେଶ୍ୱତା ଶର୍ମା, ମିନତୀ ବେହୁରିଆ, ଲିପ୍ସା ପ୍ରୀୟଦର୍ଶନୀ ବେହେରା, ଗଙ୍ଗାଧର ପରିଡା, ମୁଖ୍ୟ କିରାଣୀ ଅନନ୍ତ ଚରଣ ବେହେରା, ଶିବପ୍ରୀୟା ଧଳ, ବିଭୁତି ଭୂଷଣ ପହି, ସନାତନ କର, ଜିତେନ୍ଦ୍ର କୁମାର ବିଶ୍ୱାଳ, ସତ୍ୟାନନ୍ଦ ନାୟକ, ରଘୁନାଥ ରାଉତ, ରଞ୍ଜନ କୁମାର ଜେନା ଙ୍କ ସମେତ ସମସ୍ତ କର୍ମଚାରୀ ୁପସ୍ଥିତ ରହି ଅବସରପ୍ରାପ୍ତ ଅଧ୍ୟାପକ ବୀରଭଦ୍ର ପ୍ରଧାନ ଓ ଅଣ ଶିକ୍ଷା କର୍ମଚାରୀ ମଞ୍ଜୁଳତା ବେହେରାଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ