୩ ଆତଙ୍କୀ ଗିରଫ

ଦିଲ୍ଲୀ ପୋଲିସର ସ୍ପେଶାଲସେଲ ଆସମର ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ଆତଙ୍କବାଦୀ ମାନେ ଉଲଫା ହମଲା କରିବାକୁ ଚେଷ୍ଟା କରୁଥିଲେ । ଡିସିପି ପ୍ରମୋଦ କୁଶୱାହା କହିଛନ୍ତି ଯେ ଧରାପଡିଥିବା ବ୍ୟକ୍ତି ମାନେ ପରୀକ୍ଷାମୁଳକ ଭାବେ ଆସାମର ଏକ ମେଳାରେ ପରୀକ୍ଷା ମୁଳକ ଭାବେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ଗିରଫ ଅଭିଯୁକ୍ତଙ୍କ ପରିଚୟ ଇସଲାମ, ରଞ୍ଜିତା ଅଲୀ ଓ ଜମିଲ ରୂପେ ହୋଇଛି। ଜମାଲ ଯୁକ୍ତ ୨ ପର‌୍ୟ୍ୟନ୍ତ ପଢ଼ିଥିବା ବେଳେ ମୁକଦ୍ଦିର ଇସଲାମ ଜଣେ ଡ୍ରାଇଭର। ସେହି ପରି ରଞ୍ଜିତ ଅଲୀ ଏକ ମତ୍ସ୍ୟ ଫାର୍ମରେ ମ୍ୟାନେଜର ରୂପେ କାର‌୍ୟ୍ୟରତ। ତିନି ଜଣଙ୍କ ବୟସ ୨୫ ରୁ ୩୦ ବର୍ଷ ମଧ୍ୟରେ ହେବ। ଗିରଫ ହୋଇଥିବା ଯୁବକ ମାନେ ଦିଲ୍ଲୀର ଜନଗହଳି ପୂର୍ଣ୍ଣ ରେ ଆକ୍ରମଣ ଯୋଜନା କରୁଥିଲେ । ପୋଲିସ ୩ ଜଣଙ୍କ ଠାରୁ ଅସ୍ତ୍ରଶସ୍ତ୍ର ସହ ବିସ୍ପୋରକ ପାଉଡର ମଧ୍ୟ ଜବତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ