ଷ୍ଟେଟ ବ୍ୟାଙ୍କରେ କୋଭିଡ଼ ନିୟମର ଉଲଂଘନ

ମୋହନା,(ଅଂଶୁମାନ ପଣ୍ଡା): ମୋହନା ଷ୍ଟେଟ ବ୍ୟାଙ୍କରେ ଦେଖିବାକୁ ମିଳିଛି ଭିଡ଼ ସାରା ରାଜ୍ୟରେ କରୋନା ତାର କାୟା ବିସ୍ତାର କରଥିବା ବେଳେ କିଛି ମାତ୍ରରେ ସୁସ୍ଥ ହୋଇଛନ୍ତି | ଲୋକେ ସତର୍କ ରହିବା ପାଇଁ ରାଜ୍ୟ ସରକାରଙ୍କର ନିର୍ଦେଶ ରହିଛି | ଶୀତ ଦିନେ ଏହା ଅଧିକ ବଡ଼ିଇପାରେ, ବିଭିନ୍ନ ସ୍ଥାନରେ ଭିଡ଼ ନକରିବା ସହ ସାମାଜିକ ଦୂରତା ରଖିବା ପାଇଁ ନିୟମା ବଳି ରହିଛି | କିନ୍ତୁ ଏହି ନୀୟମ କିଛି ସ୍ଥାନରେ ପାଳନ କରୁଥିବା ବେଳେ ମୋହନା ଷ୍ଟେଟ ବ୍ୟାଙ୍କରେ ଏହାର ବିପରୀତ ଦେଖା ଦେଇଛି | ଲିଙ୍କ ଭଲ ସେ ରହୁନଥିବା ବେଳେ ଅନେକ ସମୟରେ ପଇସା ଉଠାଇବା ପାଇଁ ଲୋକେ ଆସି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହିପରି କର୍ମଚାରୀ କମ ଥିବାରୁ ଭିଡ ଜମି ରହୁଛି ଖରାରେ ଲୋକ ମାନେ ଲମ୍ବା ଧାଡିରେ ଭିଡ଼ କରି ରହୁଛନ୍ତି | କବାଟ ଅଧା ଖୋଲି ଲୋକଙ୍କୁ ଛାଡୁ ଥିବାରୁ ଭିତରେ ବହୁ ଭିଡ଼ ରହୁଛି | ଏଥି ପ୍ରତି ବ୍ୟାଙ୍କ କତ୍ତୃପକ୍ଷଙ୍କ ନଜର ପଡୁନି କି ପ୍ରଶାସନର ମଧ୍ୟ ନଜର ନାହିଁ ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ