4 ୱାରେଣ୍ଟଙ୍କୁ କୋର୍ଟ ଚାଲାଣ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପାଟପୁର ପୋଲିସ ମଙ୍ଗଳବାର 4 ୱାରେଣ୍ଟଙ୍କୁ ଗିରଫ କରିଥିବା ଜଣାପଡିଛି l ସେମାନେ ହେଲେ ଲୁଣିଲାଠି ଗ୍ରାମର ଟୁଟୁ ବିଷୋୟୀ , ମିଟୁ ବିଷୋୟୀ, ଭୁଡିକି ଗ୍ରାମର ଏନ. ରବୀନ୍ଦ୍ର ରେଡ଼ି ଓ କଙ୍କୋରଡା ଗ୍ରାମର ସୂର୍ଯ୍ୟ ନାରାୟଣ ବିଷୋୟୀ l ଅଭିଯୁକ୍ତ ମାନଙ୍କ ବିରୋଧରେ ରହିଥିବା ବିଭିନ୍ନ ମାମଲାରେ ନିୟମତି କୋର୍ଟ ପକ୍ଷରୁ ଜାମିନ ବିହୀନ ୱାରେଣ୍ଟ ଜାରୀ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ