73ତମ ସାଧରଣତନ୍ତ୍ର ଦିବସ ପାଳିତ
ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ କାର୍ଯ୍ୟାଳୟ ପରିସରରେ 73ତମ ସାଧରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏହି ଅବସର ରେ ସଭାପତି ଲିଙ୍ଗରାଜ ପଟ୍ଟନାୟକ ଜାତୀୟ ପତ୍ତାକା ଉତ୍ତୋଳନ କରିଥିଲେ l ଏହି ଦିବସ ଉପରେ ଆଲୋକ ପାତକରିଥିଲେ l ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ,ଏହି ଦିବସ ର ପାଇଁ ଯେଉଁମାନଙ୍କ ଅବଦାନ ସେମାନଙ୍କ ସ୍ମୃତି ଚାରଣ କରିଥିଲେ l ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା, ସାହସମ୍ପାଦକ ବିପ୍ରଚରଣ ମହାପାତ୍ର, କୋଷାଧକ୍ଷ ବ୍ରଜପାଣିଗ୍ରାହୀ, ବୃନ୍ଦାବନ ପଣ୍ଡା, କିଶୋର ଚନ୍ଦ୍ର ମହାପାତ୍ର, ଦଣ୍ଡପାଣି ସାବତ, ବିନୋଦ ଚନ୍ଦ୍ର ମହାପାତ୍ର, ଏସ କେ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ I


