ମତଦାତା ଦିବସ ପାଳିତ

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବହଳଦା ଜଙ୍ଗଲ ଓ ପରିବେଶ ବିଭାଗ କାର୍ଯ୍ୟାଳୟ ପରିସରରେ ବହଳଦା ରେଞ୍ଜର ରବିନ୍ଦ୍ର ନାଥ ମହାନ୍ତିଙ୍କ ଅଧକ୍ଷତାରେ ବିଶ୍ୱ ମତଦାତା ଦିବସ ପାଳିତ ହୋଇଯାଇଛି । ଏଥିରେ ଭୋଟର ମାନଙ୍କୁ ଏହି ଦିବସକୁ ଭୋଟର ମାନଙ୍କୁ ଆକୃଷ୍ଟ କରିବା ସହ ଏହି ଭୋଟର ମତଦାନ ଦିବସକୁ ତତ୍କାଳିନ ରାଷ୍ଟପତି ପ୍ରତିୀଭାଦେବୀ ପାଟେଲ ସିଂ ଙ୍କ ଦ୍ୱାରା ଏହା ଶୁଭାରମ୍ଭ ହୋଇଥିଲା । ଭାରତୀୟ ନାଗରିକ ମାନେ ୧୮ ବର୍ଷ ହେଲେ ସୁନିଶ୍ଚିତ ଭୋଟ ଦେବାକୁ ଅଭିଭାଷଣରେ କହିଥିଲେ ।ଏଥିରେ ରେଞ୍ଜର ରବିନ୍ଦ୍ର ମହାନ୍ତି,ଆଠଗଡ ଭବାନୀ ପ୍ରସାଦ ମହାନ୍ତ ଚନ୍ଦ୍ର କାନ୍ତ ନାଏକ, ଭୋବନ ପ୍ରସାଦ ମହନ୍ତ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥି୍‌ତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ