କାଶ୍ମୀରର ପୁଣି ବନ୍ଦ ହେଲା ଇଣ୍ଟରନେଟ ସେବା

ଶ୍ରୀନଗର : ଜମ୍ମୁ କାଶ୍ମୀର ଉପତ୍ୟାକାରେ ପୁଣି ଥରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି । ଗତମାସରେ କାଶ୍ମୀର ଉପତ୍ୟାକାରେ ୨ଜି ଇଣ୍ଟରନେଟ୍‌ ସେବା ଚାଲୁ କରାଯାଇଥିବା ବେଳେ ରବିବାର ପୁଣି ଥରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି । ସଂସଦ ଉପରେ ଆକ୍ରମଣକାରୀ ଅଫଜଲ୍‌ ଗୁରୁର ମୃତ୍ୟୁ ବାର୍ଷିକୀ ଅବସରରେ ୨ଜି ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି । ସେହିପରି ଶ୍ରୀନଗରର କିଛି ସ୍ଥାନରେ କର୍ଫ୍ୟୁ ମଧ୍ୟ ଲଗାଯାଇଛି । ରବିବାରକୁ ଅଲ ପାର୍ଟି ହୁରିୟାତ୍‌ କନଫରେନ୍ସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ