ମାନବ ସମ୍ବଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଜେଇ ଆଡଭାନ୍ସ ରେଜଷ୍ଟ୍ରେସନ ତାରିଖ ଘୁଞ୍ଚଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଚିଠି ଲେଖି ତାରିଖ ଘୁଞ୍ଡାଇବାକୁ ଅନୁରୋଧ କରିଛନ୍ତି । ଫୋନି ଦ୍ୱାରା ରାଜ୍ୟର ଅଧିକାଂଶ ସ୍ଥାନରେ ଯୋଗାଯୋଗ ଓ ଇଣ୍ଟରନେଟ ବ୍ୟବସ୍ଥା ସମ୍ପୁର୍ଣ୍ଣ ଠପ ହୋଇଯାଇଥିବାରୁ ଛାତ୍ର ଛାତ୍ରୀ ମାନେ ଆବେଦନ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜେଇ ଆଡଭାନ୍ସର ରେଜଷ୍ଟ୍ରେସନ ଗତ ୩ ତାରିଖରୁ ୯ ତାରିଖ ଧାର୍ଯ୍ୟ କରାଯାଇଥିଲା । ଅନେକ ମେଧାବୀ ଛାତ୍ର ଛାତ୍ରୀ ଏ ପର୍ଯ୍ୟନ୍ତ ନିଜର ନାମ ପଞ୍ଜିକରମ କରିନାହାନ୍ତି । ତେଣୁ ଛାତ୍ର ଛାକଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆହୁରି ୧୦ ଦିନ ଘୁଞ୍ଚାଇବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରେଧ କରିଛନ୍ତି ନବୀନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ