ଆଇଡିବିଆଇ ପକ୍ଷରୁ ରାଜ୍ୟର ଖୁଚୁରା ଗ୍ରାହକଙ୍କୁ ରିହାତି

ଭୁବନେଶ୍ୱର, (ବ୍ୟୁରୋ): ଫାନି ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଶାର ସ୍ଥାନୀୟ ଲୋକମାନଙ୍କୁ ରିହାତି ପ୍ରଦାନ ଲକ୍ଷ୍ୟରେ ଆଇଡିବିଆଇ ବ୍ୟାଙ୍କ ତରଫରୁ କୃତଜ୍ଞତା ସ୍ୱରୂପ ଏହାର ଖୁଚୁରା ଋଣ ଗ୍ରାହକ ବା ରିଟେଲ୍ କଷ୍ଟମର୍ (ଗୃହ ଋଣ, ସଂପତି ବଦଳରେ ଋଣ, ଗାଡ଼ି ଋଣ, ଶିକ୍ଷା ଋଣ ଓ ବ୍ୟକ୍ତିଗତ ଋଣ) ଉପରେ ତିନି ମାସ ଅବଧି ଯଥା ୨୦୧୯ର ମେ, ଜୁନ୍ ଓ ଜୁଲାଇ ପାଇଁ ପ୍ରି-ଇଏମ୍ଆଇ/ଇଏମ୍ଆଇ ପ୍ରଦାନରେ ବିଳମ୍ବ କିମ୍ବା ଦେଇନହେବା କ୍ଷେତ୍ରରେ ଜରିମାନା ଓ ଚେକ୍ ବାଉନ୍ସ ଚାର୍ଜ ଆଦିକୁ ଛାଡ଼ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ