ଶେରଗଡ଼ ରେ ପାଳିତ ହେଲା ବିଜେଡି ର ପ୍ରତିଷ୍ଠା ଦିବସ
ଶେରଗଡ଼:(ଦେବୀପ୍ରସାଦ ଦାସ)ଶେରଗଡ଼ ବ୍ଲକ ବିଜେଡି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହଇଯାଇଛି ସକାଳ ୮ଟା ବେଳେ ସମସ୍ତ ବିଜେଡି ର ନେତା କର୍ମୀ ମାନେ ଶେରଗଡ଼ ଚାରିଛକ ଠାରେ ଏକଜୁଟ ହୋଇଥିଲେ ସମସ୍ତ ନେତାମାନେବିଜୁବାବୁଙ୍କର ପ୍ରତିମୁର୍ତି ରେ ପୁଷ୍ପମାଲ୍ୟ ଦେବା ସହ ବିଜୁବାବୁଙ୍କ ଗୁଣମାନ କରିଥିଲେ ଏହାପରେ ଶେରଗଡ଼ ଚାରିଛକରୁ ଏକ ରାଲି ବାହାରି ଶେରଗଡ଼ ବଡଦାଣ୍ଡ
ସ।ହି,କେଉଟ ସ।ହି,ହୋଇ ହନୁମାନ ମନ୍ଦିର ଆଗରେ ଏକ ସଭା କରାଯାଇଥିଲା ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ମହାପାତ୍ର ,ବ୍ଲକ ଅଧକ୍ଷ୍ୟା ସାର ସ୍ୱାଇଁ ଜିଲା ପରିଷଦ ସଭ୍ୟ ପ୍ରମୋଦ ପାତ୍ର,ପ୍ରମୋଦ ସାହୁ ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର,ବରିଷ୍ଠ ବିଜେଡି ନେତା ହୃଷିକେଶ ପାଢ଼ୀ,ହୀନ ବେହେରା ମେଘନା ଦାସ,ବବୁଦାସ,ବାଲାଜୀ ପ୍ରଧାନ,ଦେବୀ ପ୍ରସାଦ ଦାସ,ସୁବ୍ରତ ଦାସ,ବ୍ଲକ ଉପଦକ୍ଷ
ବିଶ୍ୱନାଥ ସ୍ୱାଇଁଙ୍କ ସମେତ ବହୁ କର୍ମୀ ଯୋଗଦେଇ ବିଜୁ ବାବୁଙ୍କ ସ୍ୱପ୍ନର କାହାଣୀ ବର୍ଣନ। କରିଥିଲେ