ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ ଭୟାବହ କରୋନା ର ଭୟବହତା କୁ ରୋକିବାରେ ସହାୟକ ପାଇଁ ଵ୍ରହ୍ମପୁର ସହରର ଦୁଇଜଣ ଆଇନଜୀବୀ ଏବଂ ଜଣେ tax ପାର୍ଟିସିନର । ଲୁଲୁ(ଏକ ଲକ୍ଷ) ମଙ୍ଗରାଜ , T ଭେଙ୍କେଟ ରାଓ(ଏକ ଲକ୍ଷ) ଏବଂ P ନରସିଂହ ପାତ୍ର 25 ହଜାର ଟଙ୍କା( ସରକାରୀ ଓକିଲ ଗଂଜାମ ଜିଲ୍ଲା ) ଗଞ୍ଜାମ ଜିଲ୍ଲାପାଳଙ୍କୁ ଚେକ ମାଧ୍ୟମରେ ଆଜି ଦେଲେ ।