ପୁଣିଜଣେ ବ୍ୟବସାୟୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ
ମୋହନା,(ଅଂଶୁମାନ ପଣ୍ଡା): ସାରା ରାଜ୍ୟରେ ରାଜ୍ୟ ସରକାର ଙ୍କ ରିଲିଫ ପାଣ୍ଠି କି ଦାନ କରିବା ପାଇଁ ସୁଅ ଛୁଟିଥିବା ବେଳେ ମୋହନା ବ୍ଲକ ସ୍ଥାନୀୟ ମୋହନା ହାଇସ୍କୁଲ ଛକ ର ବିପ୍ର ବଳିଆରସିଂ ଆଜି ତହସିଲ ଦାର କଲୟଣୀ ସଙ୍ଗମିତ୍ରଦେବୀ ଙ୍କୁ୨୫୦୦୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକି କୁ ଦାନ କରିଛନ୍ତି ତହସିଲ ଦାର ଚେକେ ନେଇ ରସିଦ ପ୍ରଦାନ କରିଛନ୍ତି ବର୍ତ୍ତମାନ କରୋନା ସାମ୍ପ୍ରତିକ ପରିସ୍ଥିତି ର ମୁକାବିଲା ପାଇଁ ଆଜି ୨୫୦୦୦ହଜାର ଟଙ୍କା ଦାନ କରିଛନ୍ତି