ମୋହନା ବ୍ଲକ ପ୍ରେବେଶ ଗେଟ୍‌ କେତେ ସୁରକ୍ଷିତ

ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଓଡ଼ିଶାର୨ତୀୟ ବୃହତମ ବ୍ଲକ ୩୯ଟି ପଞ୍ଚାୟତ ,ଜନ ସଂଖ୍ୟା୭୦ହଜାର ରୁ ଉର୍ଦ୍ଧହେଲେ ସକାଳ ପାହିଲେ ସହ ସହ  ଲୋକ  ମୋହନା ବ୍ଲକ କୁ ଆସନ୍ତି ବିଭିନ କାମରେ ଏପରିକି ଏଇ ରାସ୍ତା ଦେଇ ଅନ୍ତରାଵ, ଚୁଡ଼ଙ୍ଗପୁର, ଆଦି ଗାଁ କୁ ଗାଡ଼ି  ଯିବାଆସିବା କରନ୍ତି ଓ ବିଦ୍ୟାଳୟ, ବ୍ୟାଙ୍କ  କାମରେ  ଲୋକ ଆସନ୍ତି ହେଲେ ଏଇ ମୁଖ୍ୟ ରାସ୍ତାରେ ନିର୍ମାଣ  ହଇଥିବା ଗେଟ୍‌   ନିମ୍ନ ମାନର କରି ଠିକା ଦାର ଚଳୁ କରି ଟଙ୍କା ଲୁଟିନେବା ସହ  ଯନ୍ତ୍ରୀଙ୍କୁ ନାଲି ଆଖି ଦେଖିଥିଲେ ବର୍ତ୍ତମାନ ଏଇ ଗେଟ୍‌  ଉପରୁ ବଡ଼ ଖଣ୍ଡ ମାର୍ବଲ ଗଡି ପଡୁଛି କିଛି ଦିନ ତଳେ ଜଣେ ମହିଳା ନିଜ ଏକ ବର୍ଷ ପୁଅକୁ ଧରି ବ୍ଲକ କୁ ଯାଉଥିବା ସମୟରେ ଏକ ବଡ ଖଣ୍ଡର ସିମେଣ୍ଟ ଗଡି ପଡିଥିଲା ଅଳ୍ପକେ ବଞ୍ଚି ଯାଇଥିଲେ ମା ପିଲା ଦୁଇଜଣ ହେଲେକିଏ ଜଣେ କେବେ ଦୁର୍ଘଟଣା ନ ଘଟୁ  ବୋଲି ତେଣୁ ଏଥିପ୍ରତି ପ୍ରଶାସନ  ନଜର ଦେଇ ତୁରନ୍ତ ଏହାର ନିର୍ମାଣ  କରନ୍ତୁ ତା ସହ ଏପରି ଠିକାଦାରଙ୍କୁ କାମ ଦିଅନ୍ତୁ ନାହିଁ  ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ