ମାକ୍ସ ବ୍ୟବହାର କରି ନଥିବାରୁ ୪ ଜଣଙ୍କୁ ଜୋରିମାନା

ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମଗ୍ର ଦେଶକୁ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ କରିଥିବା ବେଳେ କୌଣସି କାର୍ଯ୍ୟରେ ବାହାରକୁ ବାହାରୁ ଥିବା ବ୍ୟକ୍ତି ମାନେ ମାକ୍ସ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ହୋଇଛି । ଏପରିସ୍ଥଳେ ସୋମବାର ବନ୍ତ ବଜାରରେ ୪ ଜଣ ବ୍ୟକ୍ତି ମାକ୍ସ ବ୍ୟବହାର ନକରି ବାହାରେ ବୁଲାବୁଲି କରିବା ଅଭିଯୋଗରେ ପୋଲିସ ସେମାନଙ୍କ ଠାରୁ ୮ ଶହ ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ