ଯୁବକ ର ଝୁଲନ୍ତା ମୃତଦେହ ଚାଷଜମି ରେ ଠାବ, ଜୟପଟଣା ପୋଲିସ ର ତଦନ୍ତ ଜାରି

କଳାହାଣ୍ଡି,(ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପ୍ରତାପୁର ପଞ୍ଚାୟତ ଛତାପଦରଗ୍ରାମର ଜଣେ ଯୁବକ ର ଝୁଲନ୍ତା ଶବ ତାଙ୍କ ନିଜ ଚାଷଜମି ରେ ଥିବା କୁସୁମ ଗଛ ରେ ଠାବ ହୋଇଛି ଯୁବକ ସତ୍ୟବାସ ଧଗଡ଼ାମାଝୀ ବୟସ ୩୫ ବୋଲି ଜଣାପଡିଛି ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କୌଣସି କାରଣ ଅଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଜୟପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ