ମା ନାଗୁଣି ସହ ୨୫ରୁ ଉର୍ଦ୍ଧ୍ଵ ନାଗଛୁଆ ଉଦ୍ଧାର

ଯାଜପୁର (ଯୁଗାଦ୍ଦ ନ୍ୟୁଜ) ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କନିକପଡା ପଞ୍ଚାୟତର ଦୁହୁଡ଼ିସାହି ରେ ଶେଷଦେଵ ସାମଲଙ୍କ ଘରୁ ମା ନାଗୁଣି ସହ ୨୫ରୁ ଉର୍ଦ୍ଧ୍ଵ ନାଗଛୁଆ ଉଦ୍ଧାର । ଆଜି ସକାଳୁ ଶେଷଦେବଙ୍କ ଘର ମାଟି କାଁଥରେ ନାଗସାପ ଅଣ୍ଡା ଦେଇଥିବା ଦେଖି ସେ ସ୍ନେକ ହେଲ୍ପଳାଇନକୁ ଜଣାଇଥିଲେ । ସ୍ନେକ ହେଲ୍ପଳାଇନର ସଦସ୍ୟ ସେଠାରେ ପହଞ୍ଚି । ଘର କାଁଥ ଖୋଳି ମା ନାଗୁଣି ସହ ୨୫ରୁ ଉର୍ଦ୍ଧ୍ଵ ନାଂଛୁଆକୁ ଉଦ୍ଧାର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ