ବିଭିନ୍ନ ଟିଏମ୍‌ସି ପରିସରକୁ ବିଶୋଧନ କରାଗଲା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର(ଟିଏମ୍‌ସି) ପରିସରକୁ ଆଗରପଡା ଅଗ୍ନିଶମ ବାହିନୀ ପକ୍ଷରୁ ବିଶୋଧନ କରାଯାଇଛି । ଗୋପିନାଥପୁର ଜୀଉ ଉଚ୍ଚ ବିଦ୍ୟାଳୟ, ବାଲିପୋଖରୀ ଉଚ୍ଚ ବିଦ୍ୟାଳୟ, ସିନ୍ଧୁକେଶ୍ୱର ଉଚ୍ଚ ବିଦ୍ୟାଳୟ, ବରହମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ, କୃଷ୍ଣ ଚରଣ ବିଦ୍ୟା ମନ୍ଦିର ଆଗରପଡା, ଓଡଙ୍ଗ ଉଚ୍ଚ ବିଦ୍ୟାଳୟ, ମହାନ୍ତିପଡା ଉଚ୍ଚ ବିଦ୍ୟାଳୟ, କାଦବରାଙ୍ଗ ଉଚ୍ଚ ବିଦ୍ୟାଳୟରେ ଖୋଲା ଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଗୁଡିକୁ ବିଶୋଧନ କରାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ