କମିବ ଭାରତ ର ଜନସଂଖ୍ୟା;ଅର୍ଥମନ୍ତ୍ରୀ

(ଯୁଗାବ୍ଦ ନ୍ୟୁଜ )ସାରା ବିଶ୍ୱ ପାଇଁ ଜଳବାୟୁ ପରିବର୍ତ୍ତନ ଯେତିକି ବିପଦ ନୁହେଁ ତାଠାରୁ ଅଧିକ ବିପଦ ଭାବେ ଉଭା ହୋଇଛି ହୁ ହୁ ହୋଇ ବଢୁଥିବା ଜନସଂଖ୍ୟା । ଦେଶର ଜନସଂଖ୍ୟା ଯେଭଳି ଭାବେ ବୃଦ୍ଧି ଘଟୁଛି ଏହାକୁ ନେଇ ଆକଳନ କରିବା ଭାରି କଷ୍ଟ । ଭାରତ ର ଜନସଂଖ୍ୟା କୁ କିଭଳି ଭାବେ ନିୟନ୍ତ୍ରଣ କରାଯିବ ତାକୁ ନେଇ ସମସ୍ତେ ଚିନ୍ତା ରେ । ଏହାକୁ ବିଷୟ କୁ ନେଇ ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏକ ତଥ୍ୟ ଉପସ୍ଥାପନା କରିଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଭାରତରେ ବଢୁଥିବା ଜନସଂଖ୍ୟା କୁ ଆଖି ଆଗରେ ରଖି ଦୁଇ ସଶନ୍ଧି ମଧ୍ୟରେ ବିଭିନ୍ନ ବୟସ କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବା ଯତ୍ନ ଶିକ୍ଷା ଅବସର କାଳୀନ ସେବା ଭାଗିଦାରିତା ହାର ଉପରେ ଫୋକସ କରିଛନ୍ତି ଅର୍ଥମନ୍ତ୍ରୀ । ୨୦୧୮-୧୯ ଆର୍ଥିକ ସମୀକ୍ଷା ରିପୋର୍ଟ ଉପସ୍ଥାପନା କରି ସେ ସୂଚନା ଦେଇଛନ୍ତି ଯେଉଁ ରାଜ୍ୟ ରେ ଜନସଂଖ୍ୟା ବୃଦ୍ଧି ଦୃତଗତିରେ ପରିବର୍ତ୍ତନ ହେଉଛି ସେ ସବୁ ରାଜ୍ୟ ରେ ୨୦୩୧ ରୁ ୪୧ ମଧ୍ୟରେ ଜନସଂଖ୍ୟା ବୃଦ୍ଧି ସର୍ବନିମ୍ନ ସ୍ତରରେ ପହଁଚିବ ବୋଲି ଆଶା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ