ଶହୀଦ ନନ୍ଦୁରାମ ପରିବାର ବର୍ଗଙ୍କୁ ଏଲଆଇସି ତରଫରୁ ୩,୨୨,୭୭୧ ଟଙ୍କାର ଚେକ୍ ପ୍ରଦାନ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ):ଶହୀଦ ସୁବେଦାର ନନ୍ଦୁରାମ ସୋରେନଙ୍କ ଦୁର୍ଘଟଣାରେ ମୃତ୍ୟୁ କାଳୀନ ଜୀବନ ପ୍ରୀମାକୁ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଡିଭିଜନ ଏଲଆଇସି ତରଫରୁ ଗୁରୁବାର ଦିନ ତାଙ୍କ ଘରକୁଯାଇ ତାଙ୍କ ସହଧର୍ମିଣୀ ଲକ୍ଷ୍ମୀମଣି ସୋରେନଙ୍କୁ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ଦ୍ୱାରା ୩,୨୨,୭୭୧ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଆସନ୍ତାକାଲି ଅବଶିଷ୍ଟ ଲକ୍ଷେ ଟଙ୍କାରୁ ଉର୍ଦ୍ଧ୍ୱ ଅନ୍ୟ ବୀମା ରାଶି ପ୍ରଦାନ କରାଯିବ ବୋଲି ରାଇରଙ୍ଗପୁର ଏଲଆଇସି ବ୍ରାଞ୍ଚ ମେନେଜର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ