ଜୋରିମାନା ଗଣିଲେ ଅମାନିଆ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲ୍ଲା ବନ୍ତ ଥାନା ଓ କେନ୍ଦୁଆପଦା ଫାଣ୍ଡି ପୋଲିସ କରୋନା କଟକଣାକୁ ଉଲଂଘନ କରି ମାସ୍କ ବ୍ୟବହାର କରିନଥିବା ୮ ଜଣ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରିଛି । ବନ୍ତ ଥାନା ଅଧିନରେ ୨ ଜଣଙ୍କ ଠାରୁ ୧ ହଜାର ଓ କେନ୍ଦୁଆପଦା ଫାଣ୍ଡି ଅଧିନରେ ୬ ଜଣଙ୍କ ଠାରୁ ୩ ହଜାର ଜୋରିମାନା ଆଦାୟ ହୋଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ