ମୋହନା ବନବିଭାଗ ପକ୍ଷରୁ ୭୧ତମ ବନ ମହୋତ୍ସବ ପାଳିତ
ମୋହନା, (ଅଂଶୁମାନ ପଣ୍ଡା):କଥାରେ ଅଛି ଗଛ ଲଗାଅ ଜୀବନ ବଞ୍ଚାଅ ଜଙ୍ଗଲ ରେ ନିଆଁ ଲଗାଇବା ନାହିଁ ଜଙ୍ଗଲ ଆମ ଜୀବନ ଅଟେ ଗଛ ଥିଲେ ଆମ ଜୀବନ ଅଛି ବର୍ତମାନ ଲୋକେ ଏହି ନିୟମ କୁ ନ ମାନି ରାତ ରାତି ଗଛ କଟି ନଷ୍ଟ କରୁଛନ୍ତି ଯାହା ଫଳ ରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି ଆଜି ମୋହନା ବନବିଭାଗ ପକ୍ଷରୁ ୭୧ ତମ ବନ ମହୋତ୍ସବ ପାଳନ କରାଯାଇଛି ଅଞ୍ଚଳରେ୧୦୦ ଚାରା ରୋପଣ କରା ଯାଇଛି ବିଭିନ୍ନ ପ୍ରକାର ଔଷଧୀୟ ଗଛ ଓ ଯାବତୟ ଗଛ ଲଗା ଯାଇଛି କେଶେରା ଈଂରାଜି ବିଦ୍ୟାଳୟ, ମଲିପଦର ଗାଁ ରେ ଚାରା ରୋପଣ କରା ଯାଇଛି ଏଇ କାର୍ଯ କ୍ରମରେ ଅଙ୍ଗନବାଡ଼ି କର୍ମୀ , ଗ୍ରାମ ବାସୀ ଉପସ୍ଥିତି ଥିଲେ ବନ ବିଭାଗ ଅଧିକାରୀଣି ସୁଶ୍ରୀ କଲ୍ପନା ନାୟକ ବନପାଳ ପ୍ରଶାନ୍ତ ବେହେରା, ଦେବାଶିଷ ଶତପଥୀ ମହିଳା ମଣ୍ଡଳ, ବନ ସଂରକ୍ଷଣ ସମିତି ସଭାପତି, କର୍ମଚାରୀ ଉପସ୍ଥିତି ରହି ଗଛ ଲଗାଇଥିଲେ